ବ୍ରହ୍ମପୁର,ତା-୨୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୨,୧୯୭, ଚିକିତ୍ସିତ ସଂଖ୍ୟା ୨୦,୭୫୦, ମୃତ ସଂଖ୍ୟା ୧,୧୮୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୯୧୫, ସୁସ୍ଥ ସଂଖ୍ୟା ୨୦,୪୯୩,ଚିକିତ୍ସିତ ସଂଖ୍ୟା ୧୮୯ ଏବଂ ମୃତ ସଂଖ୍ୟା ୨୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୩୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭ ବୋଲି ଜଣାପଡିଛି ।