ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୪ ।

ବ୍ରହ୍ମପୁର,ତା-୧୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୬,୮୩୭, ଚିକିତ୍ସିତ ସଂଖ୍ୟା ୨୨,୩୦୪, ମୃତ ସଂଖ୍ୟା ୧,୧୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୮୪୯, ସୁସ୍ଥ ସଂଖ୍ୟା ୨୦,୪୪୦,ଚିକିତ୍ସିତ ସଂଖ୍ୟା ୧୭୬ ଏବଂ ମୃତ ସଂଖ୍ୟା ୨୨୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୮୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪ ବୋଲି ଜଣାପଡିଛି ।

Comments (0)
Add Comment