ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୯ ।

ବ୍ରହ୍ମପୁର,ତା-୧୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୨,୯୮୮, ଚିକିତ୍ସିତ ସଂଖ୍ୟା ୨୫,୪୨୮, ମୃତ ସଂଖ୍ୟା ୧,୦୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୭୨୫, ସୁସ୍ଥ ସଂଖ୍ୟା ୨୦,୨୮୬,ଚିକିତ୍ସିତ ସଂଖ୍ୟା ୨୦୮ ଏବଂ ମୃତ ସଂଖ୍ୟା ୨୨୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୦୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯ ବୋଲି ଜଣାପଡିଛି ।

Comments (0)
Add Comment