ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୭ ।

ବ୍ରହ୍ମପୁର,ତା-୧୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୭,୬୧୫, ଚିକିତ୍ସିତ ସଂଖ୍ୟା ୨୫,୯୫୪, ମୃତ ସଂଖ୍ୟା ୧,୦୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୬୬୦, ସୁସ୍ଥ ସଂଖ୍ୟା ୨୦,୨୧୬,ଚିକିତ୍ସିତ ସଂଖ୍ୟା ୨୧୪ ଏବଂ ମୃତ ସଂଖ୍ୟା ୨୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୨୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭ ବୋଲି ଜଣାପଡିଛି ।

Comments (0)
Add Comment