ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୪ ।

ବ୍ରହ୍ମପୁର,ତା-୧୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୪,୨୭୩, ଚିକିତ୍ସିତ ସଂଖ୍ୟା ୨୬,୮୯୧, ମୃତ ସଂଖ୍ୟା ୧,୦୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୬୨୩, ସୁସ୍ଥ ସଂଖ୍ୟା ୨୦,୧୭୪,ଚିକିତ୍ସିତ ସଂଖ୍ୟା ୨୧୯ ଏବଂ ମୃତ ସଂଖ୍ୟା ୨୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୫୪୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୪ ବୋଲି ଜଣାପଡିଛି ।

Comments (0)
Add Comment