ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭ ।

ବ୍ରହ୍ମପୁର,ତା-୦୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୮,୧୯୪, ଚିକିତ୍ସିତ ସଂଖ୍ୟା ୩୩,୫୫୯, ମୃତ ସଂଖ୍ୟା ୯୦୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୩୩୩, ସୁସ୍ଥ ସଂଖ୍ୟା ୧୯,୮୩୮,ଚିକିତ୍ସିତ ସଂଖ୍ୟା ୨୬୬ ଏବଂ ମୃତ ସଂଖ୍ୟା ୨୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୨୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭ ବୋଲି ଜଣାପଡିଛି ।

Comments (0)
Add Comment