ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ।

ବ୍ରହ୍ମପୁର,ତା-୨୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୯,୩୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୦,୧୯୩, ଚିକିତ୍ସିତ ସଂଖ୍ୟା ୩୮,୩୩୧, ମୃତ ସଂଖ୍ୟା ୭୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୦୩୫, ସୁସ୍ଥ ସଂଖ୍ୟା ୧୯,୫୧୩,ଚିକିତ୍ସିତ ସଂଖ୍ୟା ୨୯୬ ଏବଂ ମୃତ ସଂଖ୍ୟା ୨୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୨୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ବୋଲି ଜଣାପଡିଛି ।

Comments (0)
Add Comment