ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ।

ବ୍ରହ୍ମପୁର ,ତା-୧୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୩,୪୬୬, ଚିକିତ୍ସିତ ସଂଖ୍ୟା ୩୭,୧୪୦, ମୃତ ସଂଖ୍ୟା ୬୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୫୦୨, ସୁସ୍ଥ ସଂଖ୍ୟା ୧୮,୯୬୧,ଚିକିତ୍ସିତ ସଂଖ୍ୟା ୩୧୮ ଏବଂ ମୃତ ସଂଖ୍ୟା ୨୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ବୋଲି ଜଣାପଡିଛି ।

Comments (0)
Add Comment