ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ।

ବ୍ରହ୍ମପୁର ,ତା-୦୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୬,୩୬୪, ଚିକିତ୍ସିତ ସଂଖ୍ୟା ୩୦,୯୧୯, ମୃତ ସଂଖ୍ୟା ୫୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୭୪୩, ସୁସ୍ଥ ସଂଖ୍ୟା ୧୭,୬୬୪,ଚିକିତ୍ସିତ ସଂଖ୍ୟା ୮୬୪ ଏବଂ ମୃତ ସଂଖ୍ୟା ୨୦୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୬୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ବୋଲି ଜଣାପଡିଛି ।

Comments (0)
Add Comment