ବ୍ରହ୍ମପୁର ,ତା-୩୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୩,୨୩୩, ଚିକିତ୍ସିତ ସଂଖ୍ୟା ୨୯,୭୫୮, ମୃତ ସଂଖ୍ୟା ୪୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୯୦ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୮୬୨, ସୁସ୍ଥ ସଂଖ୍ୟା ୧୬,୦୯୯,ଚିକିତ୍ସିତ ସଂଖ୍ୟା ୧,୫୬୫ ଏବଂ ମୃତ ସଂଖ୍ୟା ୧୯୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୦୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯୦ ବୋଲି ଜଣାପଡିଛି ।