ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ଶୂନ ।

ବ୍ରହ୍ମପୁର,ତା-୦୮/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୭,୨୯୦, ଚିକିତ୍ସିତ ସଂଖ୍ୟା ୨,୧୬୩, ମୃତ ସଂଖ୍ୟା ୧,୮୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ଶୂନ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୨୮, ସୁସ୍ଥ ସଂଖ୍ୟା ୨୧,୫୫୫, ଚିକିତ୍ସିତ ସଂଖ୍ୟା ୧୮ ଏବଂ ମୃତ ସଂଖ୍ୟା ୨୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ଶୂନ ବୋଲି ଜଣାପଡିଛି ।

Comments (0)
Add Comment