ବ୍ରହ୍ମପୁର,ତା-୦୬/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୬,୭୭୮, ଚିକିତ୍ସିତ ସଂଖ୍ୟା ୨,୨୦୩, ମୃତ ସଂଖ୍ୟା ୧,୮୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୨୪, ସୁସ୍ଥ ସଂଖ୍ୟା ୨୧,୫୫୧, ଚିକିତ୍ସିତ ସଂଖ୍ୟା ୧୮ ଏବଂ ମୃତ ସଂଖ୍ୟା ୨୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୪ ବୋଲି ଜଣାପଡିଛି ।