ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୩ ।

ବ୍ରହ୍ମପୁର,ତା-୦୫/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୬୯୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୬,୫୦୭, ଚିକିତ୍ସିତ ସଂଖ୍ୟା ୨,୨୪୩, ମୃତ ସଂଖ୍ୟା ୧,୮୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୨୦, ସୁସ୍ଥ ସଂଖ୍ୟା ୨୧,୫୪୯, ଚିକିତ୍ସିତ ସଂଖ୍ୟା ୧୬ ଏବଂ ମୃତ ସଂଖ୍ୟା ୨୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୩ ବୋଲି ଜଣାପଡିଛି ।

Comments (0)
Add Comment