ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୫ ।

ବ୍ରହ୍ମପୁର,ତା-୦୪/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୪୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୬,୨୦୯, ଚିକିତ୍ସିତ ସଂଖ୍ୟା ୨,୩୪୫, ମୃତ ସଂଖ୍ୟା ୧,୮୮୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୧୭, ସୁସ୍ଥ ସଂଖ୍ୟା ୨୧,୫୪୩, ଚିକିତ୍ସିତ ସଂଖ୍ୟା ୧୯ ଏବଂ ମୃତ ସଂଖ୍ୟା ୨୪୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୫ ବୋଲି ଜଣାପଡିଛି ।

Comments (0)
Add Comment