ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪ ।

ବ୍ରହ୍ମପୁର,ତା-୧୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୮,୬୮୩, ଚିକିତ୍ସିତ ସଂଖ୍ୟା ୩,୨୧୪ ମୃତ ସଂଖ୍ୟା ୧,୮୦୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୨୯, ସୁସ୍ଥ ସଂଖ୍ୟା ୨୧,୪୪୦, ଚିକିତ୍ସିତ ସଂଖ୍ୟା ୩୬ ଏବଂ ମୃତ ସଂଖ୍ୟା ୨୪୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୯୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪ ବୋଲି ଜଣାପଡିଛି ।

Comments (0)
Add Comment