ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୬ ।

ବ୍ରହ୍ମପୁର,ତା-୧୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୩୬୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୮,୨୭୮, ଚିକିତ୍ସିତ ସଂଖ୍ୟା ୩,୨୩୧ ମୃତ ସଂଖ୍ୟା ୧,୮୦୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୧୫, ସୁସ୍ଥ ସଂଖ୍ୟା ୨୧,୪୩୬, ଚିକିତ୍ସିତ ସଂଖ୍ୟା ୨୬ ଏବଂ ମୃତ ସଂଖ୍ୟା ୨୪୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୭ ବୋଲି ଜଣାପଡିଛି ।

Comments (0)
Add Comment