ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୬ ।

ବ୍ରହ୍ମପୁର,ତା-୧୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୮୭୦, ଚିକିତ୍ସିତ ସଂଖ୍ୟା ୩,୩୦୮ ମୃତ ସଂଖ୍ୟା ୧,୭୯୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୦୮, ସୁସ୍ଥ ସଂଖ୍ୟା ୨୧,୪୨୯, ଚିକିତ୍ସିତ ସଂଖ୍ୟା ୨୬ ଏବଂ ମୃତ ସଂଖ୍ୟା ୨୪୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୬ ବୋଲି ଜଣାପଡିଛି ।

Comments (0)
Add Comment