ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୪ ।

ବ୍ରହ୍ମପୁର,ତା-୦୯/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୬,୯୭୦, ଚିକିତ୍ସିତ ସଂଖ୍ୟା ୩,୪୮୭ ମୃତ ସଂଖ୍ୟା ୧,୭୮୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୬୯୪, ସୁସ୍ଥ ସଂଖ୍ୟା ୨୧,୪୧୬, ଚିକିତ୍ସିତ ସଂଖ୍ୟା ୨୫ ଏବଂ ମୃତ ସଂଖ୍ୟା ୨୪୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୪ ବୋଲି ଜଣାପଡିଛି ।

Comments (0)
Add Comment