ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୦ ।

ବ୍ରହ୍ମପୁର,ତା-୨୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୩୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୦,୫୪୯, ଚିକିତ୍ସିତ ସଂଖ୍ୟା ୫,୯୮୧ ମୃତ ସଂଖ୍ୟା ୧,୭୩୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୬୩୭, ସୁସ୍ଥ ସଂଖ୍ୟା ୨୧,୩୩୦, ଚିକିତ୍ସିତ ସଂଖ୍ୟା ୫୯ ଏବଂ ମୃତ ସଂଖ୍ୟା ୨୪୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୧୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦ ବୋଲି ଜଣାପଡିଛି ।

Comments (0)
Add Comment