ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୮ ।

ବ୍ରହ୍ମପୁର,ତା-୨୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୬୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୧୦୨, ଚିକିତ୍ସିତ ସଂଖ୍ୟା ୬,୭୮୬ ମୃତ ସଂଖ୍ୟା ୧,୭୦୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୬୧୫, ସୁସ୍ଥ ସଂଖ୍ୟା ୨୧,୨୯୪, ଚିକିତ୍ସିତ ସଂଖ୍ୟା ୭୩ ଏବଂ ମୃତ ସଂଖ୍ୟା ୨୪୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୮ ବୋଲି ଜଣାପଡିଛି ।

Comments (0)
Add Comment