ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୮ ।

ବ୍ରହ୍ମପୁର,ତା-୨୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୩୪୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୩,୮୯୭, ଚିକିତ୍ସିତ ସଂଖ୍ୟା ୭,୭୪୮ ମୃତ ସଂଖ୍ୟା ୧,୬୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୫୯, ସୁସ୍ଥ ସଂଖ୍ୟା ୨୧,୨୩୪, ଚିକିତ୍ସିତ ସଂଖ୍ୟା ୭୯ ଏବଂ ମୃତ ସଂଖ୍ୟା ୨୩୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୭୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୮ ବୋଲି ଜଣାପଡିଛି ।

Comments (0)
Add Comment