ବ୍ରହ୍ମପୁର,ତା-୧୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୯୦୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୫,୨୪୫, ଚିକିତ୍ସିତ ସଂଖ୍ୟା ୧୧,୦୯୮, ମୃତ ସଂଖ୍ୟା ୧,୫୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୪୬୭, ସୁସ୍ଥ ସଂଖ୍ୟା ୨୧,୧୨୬, ଚିକିତ୍ସିତ ସଂଖ୍ୟା ୧୦୧ ଏବଂ ମୃତ ସଂଖ୍ୟା ୨୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୦୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୮ ବୋଲି ଜଣାପଡିଛି ।