ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୩ ।

ବ୍ରହ୍ମପୁର,ତା-୧୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୩,୭୪୧, ଚିକିତ୍ସିତ ସଂଖ୍ୟା ୧୧,୭୧୫, ମୃତ ସଂଖ୍ୟା ୧,୪୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୪୫୯, ସୁସ୍ଥ ସଂଖ୍ୟା ୨୧,୧୦୯, ଚିକିତ୍ସିତ ସଂଖ୍ୟା ୧୧୦ ଏବଂ ମୃତ ସଂଖ୍ୟା ୨୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୦୧୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩ ବୋଲି ଜଣାପଡିଛି ।

Comments (0)
Add Comment