ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫ ।

ବ୍ରହ୍ମପୁର,ତା-୦୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୮,୧୬୮, ଚିକିତ୍ସିତ ସଂଖ୍ୟା ୧୩,୧୩୧, ମୃତ ସଂଖ୍ୟା ୧,୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୩୯୫, ସୁସ୍ଥ ସଂଖ୍ୟା ୨୧,୦୨୫, ଚିକିତ୍ସିତ ସଂଖ୍ୟା ୧୩୧ ଏବଂ ମୃତ ସଂଖ୍ୟା ୨୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୧୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫ ବୋଲି ଜଣାପଡିଛି ।

Comments (0)
Add Comment