ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୭ ।

ବ୍ରହ୍ମପୁର,ତା-୦୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୬,୮୫୭, ଚିକିତ୍ସିତ ସଂଖ୍ୟା ୧୩,୨୩୯, ମୃତ ସଂଖ୍ୟା ୧,୪୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୩୮୦, ସୁସ୍ଥ ସଂଖ୍ୟା ୨୦,୯୯୯, ଚିକିତ୍ସିତ ସଂଖ୍ୟା ୧୪୧ ଏବଂ ମୃତ ସଂଖ୍ୟା ୨୩୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭ ବୋଲି ଜଣାପଡିଛି ।

Comments (0)
Add Comment