ବ୍ରହ୍ମପୁର,ତା-୦୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୪୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୯,୦୯୧, ଚିକିତ୍ସିତ ସଂଖ୍ୟା ୧୩,୯୧୯, ମୃତ ସଂଖ୍ୟା ୧,୩୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୨୬୦, ସୁସ୍ଥ ସଂଖ୍ୟା ୨୦,୮୪୦, ଚିକିତ୍ସିତ ସଂଖ୍ୟା ୧୮୨ ଏବଂ ମୃତ ସଂଖ୍ୟା ୨୩୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୦୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧ ବୋଲି ଜଣାପଡିଛି ।