ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୮ ।

ପାରଳାଖେମୁଣ୍ଡି,ତା-୨୯/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୦୬୧, ଚିକିତ୍ସିତ ସଂଖ୍ୟା ୧୦,୯୧୯, ମୃତ ସଂଖ୍ୟା ୧୫୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୩୩, ସୁସ୍ଥ ସଂଖ୍ୟା ୬୯୩,ଚିକିତ୍ସିତ ସଂଖ୍ୟା ୫୩୧ ଏବଂ ମୃତ ସଂଖ୍ୟା ୦୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୦୬୮ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୮ ବୋଲି ଜଣାପଡିଛି ।

Comments (0)
Add Comment