ଗଜପତି ଏସପି ଭାବରେ ଦାୟିତ୍ବ ନେଲେ ତପନ କୁମାର ପଟ୍ଟନାୟକ ।

ପାରଳାଖେମୁଣ୍ଡି,୨୨/୦୭(ପିପିଟି); ଗଜପତି ଜିଲ୍ଲାର ଏସପି ଭାବରେ ତପନ କୁମାର ପଟ୍ଟନାୟକ,ଓପିଏସ-୧,ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ପୂର୍ବରୁ ଏସପି, ସିଆଇଡି,ସିବି ରେ କାର୍ଯ୍ୟରତ ଥିଲେ । ଏସପି ଶାରା ଶର୍ମାଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି ।

Comments (0)
Add Comment