ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୫୯ ।

ଭୁବନେଶ୍ବର ,ତା-୧୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୧,୩୮୫, ଚିକିତ୍ସିତ ସଂଖ୍ୟା ୨୩,୭୮୬ ମୃତ ସଂଖ୍ୟା ୧,୧୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୬୬୧, ସୁସ୍ଥ ସଂଖ୍ୟା ୪୧,୭୫୮,ଚିକିତ୍ସିତ ସଂଖ୍ୟା ୩,୭୦୨ ଏବଂ ମୃତ ସଂଖ୍ୟା ୧୯୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୧୯୬ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୯ ବୋଲି ଜଣାପଡିଛି ।

Comments (0)
Add Comment