ଭୁବନେଶ୍ବର ,ତା-୧୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୨,୯୮୮, ଚିକିତ୍ସିତ ସଂଖ୍ୟା ୨୫,୪୨୮ ମୃତ ସଂଖ୍ୟା ୧,୦୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୪,୬୭୩, ସୁସ୍ଥ ସଂଖ୍ୟା ୪୦,୨୩୮,ଚିକିତ୍ସିତ ସଂଖ୍ୟା ୪,୨୪୫ ଏବଂ ମୃତ ସଂଖ୍ୟା ୧୮୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୦୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୫ ବୋଲି ଜଣାପଡିଛି ।