ଭୁବନେଶ୍ବର,ତା-୦୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୪୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୯,୦୯୧, ଚିକିତ୍ସିତ ସଂଖ୍ୟା ୧୩,୯୧୯ ମୃତ ସଂଖ୍ୟା ୧,୩୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୧୧୧, ସୁସ୍ଥ ସଂଖ୍ୟା ୪୭,୧୩୮,ଚିକିତ୍ସିତ ସଂଖ୍ୟା ୧,୭୨୯ ଏବଂ ମୃତ ସଂଖ୍ୟା ୨୩୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୦୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୨ ବୋଲି ଜଣାପଡିଛି ।