ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୫୯ ।

ଭୁବନେଶ୍ବର ,ତା-୧୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୬୬୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୭,୬୧୫, ଚିକିତ୍ସିତ ସଂଖ୍ୟା ୨୫,୯୫୪ ମୃତ ସଂଖ୍ୟା ୧,୦୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩,୯୨୪, ସୁସ୍ଥ ସଂଖ୍ୟା ୩୯,୫୩୨,ଚିକିତ୍ସିତ ସଂଖ୍ୟା ୪,୨୦୬ ଏବଂ ମୃତ ସଂଖ୍ୟା ୧୭୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୨୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୯ ବୋଲି ଜଣାପଡିଛି ।

Comments (0)
Add Comment