ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦୮ ।

ଭୁବନେଶ୍ବର,ତା-୨୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୮,୧୧୫, ଚିକିତ୍ସିତ ସଂଖ୍ୟା ୧୬,୦୩୦ ମୃତ ସଂଖ୍ୟା ୧,୨୮୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୮,୦୬୫, ସୁସ୍ଥ ସଂଖ୍ୟା ୪୫,୭୯୧,ଚିକିତ୍ସିତ ସଂଖ୍ୟା ୨,୦୪୩ ଏବଂ ମୃତ ସଂଖ୍ୟା ୨୨୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୮ ବୋଲି ଜଣାପଡିଛି ।

Comments (0)
Add Comment