ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୦୬ ।

ଭୁବନେଶ୍ବର,ତା-୨୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୭,୦୪୧, ଚିକିତ୍ସିତ ସଂଖ୍ୟା ୧୯,୫୭୯ ମୃତ ସଂଖ୍ୟା ୧,୨୧୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୨୦୦, ସୁସ୍ଥ ସଂଖ୍ୟା ୪୪,୨୫୬,ଚିକିତ୍ସିତ ସଂଖ୍ୟା ୨,୭୨୬ ଏବଂ ମୃତ ସଂଖ୍ୟା ୨୦୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୯୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୬ ବୋଲି ଜଣାପଡିଛି ।

Comments (0)
Add Comment