ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୨୧ ।

ଭୁବନେଶ୍ବର,ତା-୨୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୪୯,୫୭୫, ଚିକିତ୍ସିତ ସଂଖ୍ୟା ୨୧,୪୫୪ ମୃତ ସଂଖ୍ୟା ୧,୧୬୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୨୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୬,୪୬୫, ସୁସ୍ଥ ସଂଖ୍ୟା ୪୩,୦୨୯,ଚିକିତ୍ସିତ ସଂଖ୍ୟା ୩,୨୨୫ ଏବଂ ମୃତ ସଂଖ୍ୟା ୨୦୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୦୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୧ ବୋଲି ଜଣାପଡିଛି ।

Comments (0)
Add Comment