ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୯ ।

ଭୁବନେଶ୍ବର,ତା-୧୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୮,୬୮୩, ଚିକିତ୍ସିତ ସଂଖ୍ୟା ୩,୨୧୪ ମୃତ ସଂଖ୍ୟା ୧,୮୦୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୧୧୩, ସୁସ୍ଥ ସଂଖ୍ୟା ୫୧,୪୬୪,ଚିକିତ୍ସିତ ସଂଖ୍ୟା ୩୨୯ ଏବଂ ମୃତ ସଂଖ୍ୟା ୩୧୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୯୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ବୋଲି ଜଣାପଡିଛି ।

Comments (0)
Add Comment