ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୯ ।

ଭୁବନେଶ୍ବର,ତା-୦୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୫,୨୭୦, ଚିକିତ୍ସିତ ସଂଖ୍ୟା ୪,୧୦୨ ମୃତ ସଂଖ୍ୟା ୧,୭୭୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୮୧୭, ସୁସ୍ଥ ସଂଖ୍ୟା ୫୧,୧୬୭,ଚିକିତ୍ସିତ ସଂଖ୍ୟା ୩୩୭ ଏବଂ ମୃତ ସଂଖ୍ୟା ୩୦୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୯୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯ ବୋଲି ଜଣାପଡିଛି ।

Comments (0)
Add Comment