ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୬ ।

ଭୁବନେଶ୍ବର,ତା-୦୪/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୪,୦୨୩, ଚିକିତ୍ସିତ ସଂଖ୍ୟା ୪,୫୫୮ ମୃତ ସଂଖ୍ୟା ୧,୭୬୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୭୨୪, ସୁସ୍ଥ ସଂଖ୍ୟା ୫୧,୦୫୦,ଚିକିତ୍ସିତ ସଂଖ୍ୟା ୩୬୫ ଏବଂ ମୃତ ସଂଖ୍ୟା ୨୯୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୭୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬ ବୋଲି ଜଣାପଡିଛି ।

Comments (0)
Add Comment