ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୧ ।

ଭୁବନେଶ୍ବର,ତା-୦୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୨,୭୩୪, ଚିକିତ୍ସିତ ସଂଖ୍ୟା ୫,୦୪୬ ମୃତ ସଂଖ୍ୟା ୧,୭୫୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୬୧୪, ସୁସ୍ଥ ସଂଖ୍ୟା ୫୦,୯୩୬,ଚିକିତ୍ସିତ ସଂଖ୍ୟା ୩୭୦ ଏବଂ ମୃତ ସଂଖ୍ୟା ୨୯୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୮୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୧ ବୋଲି ଜଣାପଡିଛି ।

Comments (0)
Add Comment