ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୯ ।

ଭୁବନେଶ୍ବର,ତା-୨୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୯,୭୪୭, ଚିକିତ୍ସିତ ସଂଖ୍ୟା ୬,୨୫୯ ମୃତ ସଂଖ୍ୟା ୧,୭୩୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୪୬୩, ସୁସ୍ଥ ସଂଖ୍ୟା ୫୦,୬୨୮,ଚିକିତ୍ସିତ ସଂଖ୍ୟା ୫୩୪ ଏବଂ ମୃତ ସଂଖ୍ୟା ୨୯୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୫୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯ ବୋଲି ଜଣାପଡିଛି ।

Comments (0)
Add Comment