ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୪୯ ।

ଭୁବନେଶ୍ବର,ତା-୨୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୬୪୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୧୦୨, ଚିକିତ୍ସିତ ସଂଖ୍ୟା ୬,୭୮୬ ମୃତ ସଂଖ୍ୟା ୧,୭୦୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୩୫୮, ସୁସ୍ଥ ସଂଖ୍ୟା ୫୦,୪୭୨,ଚିକିତ୍ସିତ ସଂଖ୍ୟା ୫୯୦ ଏବଂ ମୃତ ସଂଖ୍ୟା ୨୮୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯ ବୋଲି ଜଣାପଡିଛି ।

Comments (0)
Add Comment