ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୦ ।

ଭୁବନେଶ୍ବର,ତା-୨୨/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୪,୯୦୮, ଚିକିତ୍ସିତ ସଂଖ୍ୟା ୭,୩୬୦ ମୃତ ସଂଖ୍ୟା ୧,୬୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୧୨୬, ସୁସ୍ଥ ସଂଖ୍ୟା ୫୦,୧୮୩,ଚିକିତ୍ସିତ ସଂଖ୍ୟା ୬୫୭ ଏବଂ ମୃତ ସଂଖ୍ୟା ୨୭୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୩୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୦ ବୋଲି ଜଣାପଡିଛି ।

Comments (0)
Add Comment