ଭୁବନେଶ୍ବର,ତା-୧୬/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୯,୪୦୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୭,୮୬୨, ଚିକିତ୍ସିତ ସଂଖ୍ୟା ୯,୯୫୦ ମୃତ ସଂଖ୍ୟା ୧,୫୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୬୨୪, ସୁସ୍ଥ ସଂଖ୍ୟା ୪୯,୪୯୧,ଚିକିତ୍ସିତ ସଂଖ୍ୟା ୮୫୫ ଏବଂ ମୃତ ସଂଖ୍ୟା ୨୬୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୪୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୮ ବୋଲି ଜଣାପଡିଛି ।