ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୮୩ ।

ଭୁବନେଶ୍ବର,ତା-୧୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୩,୭୪୧, ଚିକିତ୍ସିତ ସଂଖ୍ୟା ୧୧,୭୧୫ ମୃତ ସଂଖ୍ୟା ୧,୪୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୩୯୪, ସୁସ୍ଥ ସଂଖ୍ୟା ୪୮,୯୫୪,ଚିକିତ୍ସିତ ସଂଖ୍ୟା ୧,୧୭୧ ଏବଂ ମୃତ ସଂଖ୍ୟା ୨୫୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୦୧୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୩ ବୋଲି ଜଣାପଡିଛି ।

Comments (0)
Add Comment