ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୩୪ ।

ଭୁବନେଶ୍ବର,ତା-୧୧/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫,୦୦୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୧,୧୩୭, ଚିକିତ୍ସିତ ସଂଖ୍ୟା ୧୨,୩୪୧ ମୃତ ସଂଖ୍ୟା ୧,୪୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୧୯୯, ସୁସ୍ଥ ସଂଖ୍ୟା ୪୮,୬୩୪,ଚିକିତ୍ସିତ ସଂଖ୍ୟା ୧,୩୦୧ ଏବଂ ମୃତ ସଂଖ୍ୟା ୨୫୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୨୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୪ ବୋଲି ଜଣାପଡିଛି ।

Comments (0)
Add Comment