ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୮୬ ।

ଭୁବନେଶ୍ବର,ତା-୧୦/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୭୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୯,୬୮୯, ଚିକିତ୍ସିତ ସଂଖ୍ୟା ୧୨,୫୮୪ ମୃତ ସଂଖ୍ୟା ୧,୪୫୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୦,୦୬୫, ସୁସ୍ଥ ସଂଖ୍ୟା ୪୮,୪୭୩,ଚିକିତ୍ସିତ ସଂଖ୍ୟା ୧,୩୨୯ ଏବଂ ମୃତ ସଂଖ୍ୟା ୨୫୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୯୮୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୬ ବୋଲି ଜଣାପଡିଛି ।

Comments (0)
Add Comment