ଭୁବନେଶ୍ବର,ତା-୦୯/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୮,୧୬୮, ଚିକିତ୍ସିତ ସଂଖ୍ୟା ୧୩,୧୩୧ ମୃତ ସଂଖ୍ୟା ୧,୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୯୭୯, ସୁସ୍ଥ ସଂଖ୍ୟା ୪୮,୩୨୨,ଚିକିତ୍ସିତ ସଂଖ୍ୟା ୧,୩୯୬ ଏବଂ ମୃତ ସଂଖ୍ୟା ୨୫୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୧୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୨ ବୋଲି ଜଣାପଡିଛି ।