ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୪୪ ।

ଭୁବନେଶ୍ବର,ତା-୦୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୬,୮୫୭, ଚିକିତ୍ସିତ ସଂଖ୍ୟା ୧୩,୨୩୯ ମୃତ ସଂଖ୍ୟା ୧,୪୨୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୪୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୮୮୭, ସୁସ୍ଥ ସଂଖ୍ୟା ୪୮,୧୬୪,ଚିକିତ୍ସିତ ସଂଖ୍ୟା ୧,୪୬୫ ଏବଂ ମୃତ ସଂଖ୍ୟା ୨୪୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୪୪ ବୋଲି ଜଣାପଡିଛି ।

Comments (0)
Add Comment