ଭୁବନେଶ୍ବର ,ତା-୧୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୦,୩୮୮, ଚିକିତ୍ସିତ ସଂଖ୍ୟା ୨୮,୨୪୬ ମୃତ ସଂଖ୍ୟା ୧,୦୦୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୩,୧୫୫, ସୁସ୍ଥ ସଂଖ୍ୟା ୩୭,୮୭୮,ଚିକିତ୍ସିତ ସଂଖ୍ୟା ୫,୦୯୯ ଏବଂ ମୃତ ସଂଖ୍ୟା ୧୬୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୫୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯୩ ବୋଲି ଜଣାପଡିଛି ।