ଭୁବନେଶ୍ବର ,ତା-୦୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୫,୭୦୦, ଚିକିତ୍ସିତ ସଂଖ୍ୟା ୩୬,୧୨୨ ମୃତ ସଂଖ୍ୟା ୮୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୭୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୮,୨୩୧, ସୁସ୍ଥ ସଂଖ୍ୟା ୩୧,୫୫୨,ଚିକିତ୍ସିତ ସଂଖ୍ୟା ୬,୫୩୧ ଏବଂ ମୃତ ସଂଖ୍ୟା ୧୩୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୧୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୭୧ ବୋଲି ଜଣାପଡିଛି ।